‘ମୋର ସ୍ତ୍ରୀଟିଏ ଦରକାର, ଯୌତୁକ ନୁହେଁ’ କହି ୧୧ ଲକ୍ଷ ଟଙ୍କାର ଯୌତୁକ ଫେରାଇଦେଲେ ବର

ସମାଜ ପାଇଁ ଉଦାହରଣ ପାଲଟିଲେ ମୟଙ୍କ ଆଜମେର: ଯୌତୁକ ପାଇଁ କେତେବେଳେ ପତ୍ନୀକୁ ହତ୍ୟା ତ ପୁଣି କେବେ ପତ୍ନୀ ସହ ବାରମ୍ବାର ଝଗଡ଼ାର ଅନେକ ଖବର ଆପଣ ପଢ଼ିଥିବେ I ଯୌତୁକ ପାଇଁ ଶ୍ୱଶୁରଘର ଉପରେ ବର ପକ୍ଷରୁ ଚାପ ପକାଇଥିବାର କଳା କାହାଣୀ ବାବଦରେ ବି ଆପଣ ଜାଣିଥିବେ I କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବରଙ୍କ କାହାଣୀ କହିବୁ ଯିଏ କି ପାଖାପାଖି … Continue reading ‘ମୋର ସ୍ତ୍ରୀଟିଏ ଦରକାର, ଯୌତୁକ ନୁହେଁ’ କହି ୧୧ ଲକ୍ଷ ଟଙ୍କାର ଯୌତୁକ ଫେରାଇଦେଲେ ବର